ଆଜିର ଖବର ଦିଲ୍ଲୀରେ ଦକ୍ଷିଣ ଆଫ୍ରିକା ଏବଂ ଶ୍ରୀଲଙ୍କା ମଧ୍ୟରେ ହେବ ସଂଘର୍ଷ, ଜାଣନ୍ତୁ ସମ୍ଭାବ୍ୟ ଖେଳାଳି, ପିଚ୍ ରିପୋର୍ଟ ନୂଆଦିଲ୍ଲୀ: ଆଜି ଏହି ବିଶ୍ୱକପ୍ର ପ୍ରଥମ ଡବଲ୍ ହେଡର୍ ହେବାକୁ ଯାଉଛି। ଆଜି ଦୁଇଟି ବିଶ୍ୱକପ୍ ମ୍ୟାଚ୍ ଖେଳାଯିବ। ଗୋଟିଏ ମ୍ୟାଚ୍ ବାଂଲାଦେଶ ଏବଂ ଆଫଗାନିସ୍ତାନ ମଧ୍ୟରେ…