ଆଜିର ଖବର ଆଣ୍ଟିବାୟୋଟିକ୍ ବ୍ୟବହାର ପାଇଁ ସରକାରଙ୍କ ନିୟମ ପ୍ରସ୍ତୁତ, ଜାରି କଲେ କଡା ନିର୍ଦ୍ଦେଶ ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ (ଡିଜିଏଚ୍ଏସ୍) ଆଣ୍ଟିବାୟୋଟିକ୍ ସମ୍ବନ୍ଧରେ ଫାର୍ମାସିଷ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆକୁ ଏକ ଚିଠି ଲେଖିଛନ୍ତି। ଏହି ଚିଠି ମାଧ୍ୟମରେ ସାଧାରଣ ନାଗରିକଙ୍କୁ ଆଣ୍ଟିବାୟୋଟିକ୍…