ଆଜିର ଖବର ଇଥିଓପିଆରେ ଡାଟା ସେଣ୍ଟର ପ୍ରକଳ୍ପ ପାଇଁ ରେଲଟେଲକୁ ବୈଦେଶିକ ମନ୍ତ୍ରଣାଳୟର କାର୍ଯ୍ୟାଦେଶ ନୂଆଦିଲ୍ଲୀ: ରେଳ ମନ୍ତ୍ରଣାଳୟ ଅଧୀନ ନବରତ୍ନ କମ୍ପାନୀ ରେଲଟେଲ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡକୁ ଇଥିଓପିଆର ଆଦିସ୍ ଆବାବାରେ, ସେଠାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପାଇଁ ଏକ…