ଆଜିର ଖବର ଅତ୍ୟାଧୁନିକ ଡିଜିଟାଲ ହେଲ୍ଥ କିଓସ୍କ- ସ୍ବୟମ୍ ହେଲ୍ଥ ଏଟିଏମ୍ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ନିମାପଡା: ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ପୁରୀ ଜିଲ୍ଲା ନିମାପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅତ୍ୟାଧୁନିକ ଡିଜିଟାଲ ହେଲ୍ଥ କିଓସ୍କ- ସ୍ବୟମ୍ ହେଲ୍ଥ ଏଟିଏମ୍ ଉଦ୍ଘାଟନ କରିଛନ୍ତି। ଏହି…