ଆଜିର ଖବର ଡ୍ରାଇଭ ଇନ୍ ଓ ଡୋର ଷ୍ଟେପ୍ ଟୀକାକରଣକୁ ବାରଣ କଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଭୁବନେଶ୍ବର: ଡ୍ରାଇଭ ଇନ୍ ଓ ଡୋର ଷ୍ଟେପ୍ ଟୀକାକରଣକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ବାରଣ କରିଛି। ଯେଉଁ ଜିଲ୍ଲାରେ ଏଭଳି ପ୍ରକ୍ରିୟା ଜାରି ରହିଛି, ତାହା ବନ୍ଦ…