ଡ୍ରାଇଭର ଧର୍ମଘଟ

ଭୁବନେଶ୍ୱର: ଡ୍ରାଇଭର ଏକତା ମହାମଞ୍ଚ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦିଆଯାଇଥିବା ପରିପ୍ରେକ୍ଷୀରେ ସେମାନଙ୍କ ଦାବିଗୁଡିକ ସରକାରଙ୍କ ସକ୍ରିୟ ବିଚାରକୁ ନିଆଯାଉଛି ବୋଲି ପରିବହନ…