ଆଜିର ଖବର କାଳବୈଶାଖୀ ବର୍ଷାରେ ବୁଡ଼ିଲା ବାଣପୁର ଏନଏସି, ପ୍ରହସନ ପାଲଟିଛି ଡ୍ରେନେଜ ନିର୍ମାଣ ସୀତାରାମ ଅଗ୍ରୱାଲ ବାଣପୁର: ଅସରାଏ ବର୍ଷାରେ ଉବୁଟୁବୁ ସହର। ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସିରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ସଂନ୍ଧ୍ୟାରେ ସାମାନ୍ୟ କାଳବୈଶାଖୀ ବର୍ଷା…