ଡ୍ରେସ୍ କୋଡ୍

ନୂଆଦିଲ୍ଲୀ: ବର୍ତ୍ତମାନଠାରୁ ମଥୁରା-ଆଗ୍ରାର ଅନେକ ମନ୍ଦିରରେ ଛୋଟ ପୋଷାକ ପିନ୍ଧିବା ଉପରେ ବାରଣ କରାଯାଇଛି। ଏହା ସହିତ ଭକ୍ତମାନଙ୍କୁ ମନ୍ଦିରରେ ଭାରତୀୟ ପରମ୍ପରା ଅନୁଯାୟୀ ପୋଷାକ ପିନ୍ଧିବାକୁ…