ବିଶେଷ ଖବର ଶୀତକାଳୀନ ଅଧିବେଶନ ପୂର୍ବରୁ କଂଗ୍ରେସର ପ୍ରତିଶ୍ରୁତି, ସଂସଦ କାର୍ଯ୍ୟରେ ଦେବନି ବାଧା, ଏହି ତିନୋଟି ପ୍ରସଙ୍ଗରେ କେନ୍ଦ୍ରକୁ ଘେରିବ ନୂଆଦିଲ୍ଲୀ: ବୁଧବାର ଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏ ସମ୍ପର୍କରେ କଂଗ୍ରେସ ନିଜର ରଣନୀତି ପ୍ରସ୍ତୁତ କରିଛି। ସଂସଦ ଅଧିବେଶନକୁ ବାଧା ଦେବ…