ଆଜିର ଖବର ଇଡି ର ଗିରଫ ପରେ କାନ୍ଦିବା ଆରମ୍ଭ କଲେ ତାମିଲନାଡୁର ମନ୍ତ୍ରୀ: ଡାକ୍ତରଖାନାରେ ଭର୍ତ୍ତି ନୂଆଦିଲ୍ଲୀ: ମଙ୍ଗଳବାର ଦିନ ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଡିଏମକେ ସରକାରରେ ଶକ୍ତି ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଛି। ଏହି ଚଢାଉରେ ମଙ୍ଗଳବାର-ବୁଧବାର…