ଅପରାଧ ରାଜଧାନୀରୁ ଜବତ ହେଲା ୫ କୋଟିର ଧଳା ଜହର: ତିନି ବେପାରୀ ଗିରଫ ଭୁବନେଶ୍ଵର: ଦିନକୁ ଦିନ ରାଜ୍ୟରେ ବ୍ରାଉନ ସୁଗାର କାରବାର ବଢିବାରେ ଲାଗିଛି। ଏହି କାରବାରରେ ଲିପ୍ତ ଥିବା ବେପାରୀଙ୍କୁ ପୋଲିସ ଦୈନିକ ଗିରଫ ମଧ୍ୟ କରୁଛି। ହେଲେ…