ଆଜିର ଖବର ଆସୁଛି ଆଉ ଏକ ବାତ୍ୟା ‘ଗୁଲାବ’!: ଆସନ୍ତାକାଲି ସନ୍ଧ୍ୟାରେ କରିବ ଲ୍ୟାଣ୍ଡଫଲ, ୭ ଟି ଜିଲ୍ଲା ହେବେ ପ୍ରଭାବିତ ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆଜି ସନ୍ଧ୍ଯାରେ ବାତ୍ୟାର ରୂପ ନେବ। ସମ୍ଭାବ୍ୟ ବାତ୍ୟା ‘ଗୁଲାବ’ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ ନିକଟରେ…