ଆଜିର ଖବର ଇନ୍ଦୋର ଟେଷ୍ଟ: ହାରିଲା ଟିମ୍ ଇଣ୍ଡିଆ, ୯ ୱିକେଟ୍ ରେ ଜିତିଲା ଅଷ୍ଟ୍ରେଲିଆ ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍ ହାରିଛି। ଇନ୍ଦୋରରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ଦଳକୁ ୯ ୱିକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି।…