ଆଜିର ଖବର ଥାନାରେ ଅଟକ ଥିଲେ ଆକ୍ରାନ୍ତ ନମ୍ବର 143 ଜଳେଶ୍ବର: ଜଳେଶ୍ବର ପୋଲିସ୍ ଷ୍ଟେସନରେ 143 ନମ୍ବର ଆକ୍ରାନ୍ତ ଅଟକ ଥିଲେ ବୋଲି ସୂଚନା ମିଳିଛି। କୋଲକାତାରୁ ଲକ୍ଷ୍ମଣନାଥ ଟ୍ରକ୍ରେ ପଳାଇ ଆସିଥିଲେ ଆକ୍ରାନ୍ତ ଜଣକ। ଅନ୍ୟ…