ଦକ୍ଷିଣ-ପଶ୍ଚିମ ମୈାସୁମୀ ବାୟୁ

ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତିକର ଖବର। ପ୍ରଚଣ୍ଡ ରୌଦ୍ରତାପରୁ ଓଡିଶାବାସୀଙ୍କୁ ଆଶ୍ଵସ୍ତି ମିଳିପାରେ। କାରଣ ଆସନ୍ତା ୨୪ ଘଣ୍ଟା ମଧ୍ୟ ଦକ୍ଷିଣ-ପଶ୍ଚିମ ମୈାସୁମୀ ବାୟୁ ଓଡ଼ିଶା ଛୁଇଁପାରେ।…