ଆଜିର ଖବର ମୋଦୀ ଉପନାମ ମାମଲାରେ ରାହୁଲ ଗାନ୍ଧୀଙ୍କୁ ମିଳିଲାନି ଆଶ୍ଵସ୍ତି, ଦଣ୍ଡ ରଦ୍ଦ କରିବା ଆବେଦନ ହେଲା ଖାରଜ ସୁରଟ (ଗୁଜୁରାଟ): ମୋଦୀ ଉପନାମ ମାମଲାରେ ଗୁଜୁରାଟର ସେସନ୍ କୋର୍ଟରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଶ୍ଵସ୍ତି ମିଳିନାହିଁ। ରାହୁଲ ଗାନ୍ଧୀଙ୍କୁ ଦିଆଯାଇଥିବା ଦୁଇ ବର୍ଷର ଦଣ୍ଡ…