ଜାତୀୟ ଖବର ମାନ୍ୟତା ହରାଇବେ 345ଟି ରାଜନୈତିକ ଦଳ, ନିର୍ବାଚନ କମିଶନରଙ୍କ କଡା ନୋଟିସ, ଓଡିଶାରୁ ପାଞ୍ଚ ନୂଆଦିଲ୍ଲୀ: ନିର୍ବାଚନ କମିଶନର ବର୍ତ୍ତମାନ କଡା ଆଭିମୁଖ୍ୟ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଦେଶରେ ବିଭିନ୍ନ ରାଜନୈତିକ ଦଳ କମିଶନରଙ୍କ ମାନ୍ୟତା ହାସଲ କରି ନିର୍ବାଚନରେ ଅଂଶ…