ଆଜିର ଖବର ତୁଟୁନି ଦଳୀୟ କନ୍ଦଳ : ତିର୍ତ୍ତୋଲ ବିଜେପି କାର୍ଯ୍ୟାଳୟରେ ଅସନ୍ତୁଷ୍ଟଙ୍କ ଭଙ୍ଗାରୁଜା : ୨ ଗିରଫ ରମେଶ ମହାନ୍ତି ଜଗତସିଂହପୁର : ତିର୍ତ୍ତୋଲ ବିଜେପିର ଦଳୀୟ କନ୍ଦଳକୁ ନେଇ ସବୁଠି ଚର୍ଚ୍ଚା। ଘରେ ନ ପଶୁଣୁ ଚାଳ ବାଜିଲାଣି ବୋଲି କୁହାଯାଉଛି। ସୂଚନାନୁଯାୟୀ ଗତକାଲି…