ଅପରାଧ ଟିୟୁସନରୁ ଫେରୁଥିବା ବେଳେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ: ବିଷ ପିଇ ଆତ୍ମହତ୍ୟା କଲେ ପୀଡ଼ିତା ମେରଠ: ଉତ୍ତରପ୍ରଦେଶର ମେରଠ ଥାନା ଅନ୍ତର୍ଗତ କୋତବାଲି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଟିୟୁସନରୁ ଫେରୁଥିବା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଚାରି ଜଣ ଯୁବକ…