ଆଞ୍ଚଳିକ ବାଣପୁର-ବାଲୁଗାଁ ରୋଟାରୀ କ୍ଳବ ତରଫରୁ ଦହି ପଣା ବଣ୍ଟନ ବାଲୁଗାଁ: ପ୍ରବଳ ଗରମକୁ ଲକ୍ଷ ରଖି ତୃଷାର୍ତ୍ତ ମାନଙ୍କୁ ଗାନ୍ଧି ଛକସ୍ଥିତ ପୁରୁଣା ଥାନା ସମ୍ମୁଖରେ ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଦହି ପଣା ବଣ୍ଟନର…