ଆଜିର ଖବର ଶିକ୍ଷକଙ୍କ ଆନ୍ଦୋଳନ ମଧ୍ୟରେ ମନ୍ତ୍ରୀଙ୍କ ବଡ଼ ଘୋଷଣା, ‘ଆଲୋଚନାରେ ସମାଧାନ ହେବ ସମସ୍ୟା’ ଭୁବନେଶ୍ୱର: ଶିକ୍ଷକମାନଙ୍କ ବିଭିନ୍ନ ଦାବି ଓ ସମସ୍ୟାର ସମାଧାନ ଖୁବ୍ଶୀଘ୍ର କରାଯିବ। ଏନେଇ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଇସାରିଛନ୍ତି ବୋଲି ଶନିବାର ଆଶ୍ୱାସନା ଦେଇଛନ୍ତି ଉଚ୍ଚଶିକ୍ଷା…