ଆଞ୍ଚଳିକ ଦାଶକାଠିଆ ମାଧ୍ୟମରେ ଜଙ୍ଗଲରେ ନିଆଁ ନ ଲାଗିବା ସଚେତନତା କାର୍ଯ୍ୟକ୍ରମ କନ୍ଦର୍ପ ବେହେରା ରେଢାଖୋଲ: ରାଜ୍ୟର ବିଭିନ୍ନ ଅଂଚଳରେ ବର୍ତ୍ତମାନ ନିଆଁ ଲାଗିବା ଆରମ୍ଭ ହୋଇଥିବା ବେଳେ ଜଙ୍ଗଲରେ କିପରି ନିଆଁ ନ ଲାଗିବ ସେ ସଂପର୍କରେ ଖଲାଶୁଣି…