ଆଜିର ଖବର ଅନୁଭବଙ୍କ ସହ “ଦାଦାଗିରି”ରେ ଭାଗ ନେବେ “ଦିବ୍ୟଦୃଷ୍ଟି”ର କଳାକାର ଭୁବନେଶ୍ଵର: ବର୍ତ୍ତମାନ ଓଡ଼ିଶାର ଜୀ-ସାର୍ଥକ ଚ୍ୟାନେଲ୍ରେ ‘ଦାଦାଗିରି ହୃଦୟରୁ’ ଏକ ରିଅଲିଟି ସୋ’ ଚାଲିଛି। ଏହି ‘ଦାଦାଗିରି’ ସୋ’କୁ ଦେଖିବାପାଇଁ ଦର୍ଶକ ମହଲରେ ଅଜସ୍ର ଉତ୍କଣ୍ଠା ଦେଖାଦେଇଛି।…