ଆଜିର ଖବର ବିଭିନ୍ନ ବର୍ଗର ମହିଳାଙ୍କ ଉପରେ ହେଉଥିବା ନିର୍ଯ୍ୟାତନ ପ୍ରତିବାଦରେ ରାଜ୍ୟପାଳଙ୍କୁ ଭେଟିଲା ରାଜ୍ୟ ବିଜେପି ଭୁବନେଶ୍ୱର: ରାଜ୍ୟରେ ଅନୁସୁଚିତ ଜାତି ଓ ଜନଜାତିଙ୍କ ବିରୋଧରେ ଅତ୍ୟାଚାର ଏବଂ ମହିଳା ନିର୍ଯ୍ୟତନା ବୃଦ୍ଧି ଘଟଣାରେ ରାଜ୍ୟପାଳଙ୍କୁ ଭେଟିଛି ରାଜ୍ୟ ବିଜେପି। ବହୁଚର୍ଚ୍ଚିତ ମମିତା ମେହେର…