ଜାତୀୟ ଖବର ଦିଲ୍ଲୀରେ ବଡ ଧରଣର ବିସ୍ପୋରଣ, ୮ ମୃତ, ଦିଲ୍ଲୀ ସମେତ ମୁମ୍ବାଇ, ଜୟପୁର, ଉତ୍ତରପ୍ରଦେଶରେ ହାଇ ଆଲର୍ଟ ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀର ଲାଲ କ୍ୱିଲା ମେଟ୍ରୋ ଷ୍ଟେସନ ନିକଟରେ ଏକ ଶକ୍ତିଶାଳୀ କାର ବିସ୍ଫୋରଣ ଘଟିଛି।ଏହି ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ…