ଦିଲ୍ଲୀ-ଲଣ୍ଡନ

ନୂଆଦିଲ୍ଲୀ: ଦିଲ୍ଲୀରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀ ହଙ୍ଗମା ସୃଷ୍ଟି କରିଛନ୍ତି। ଉତ୍ତେଜନା ଏତେ ବଢିଗଲା ଯେ, ବିମାନଟିକୁ ଦିଲ୍ଲୀ ଫେରିବାକୁ ପଡ଼ିଲା।…