Hockey Worldcup23 ହକି ଇଣ୍ଡିଆର ସଭାପତି ହୋଇଥିବାରୁ ଦିଲ୍ଲୀପ ତୀର୍କିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ ଭୁବନେଶ୍ବର: ଆଜି ହକି ଇଣ୍ଡିଆର ସଭାପତି ଭାବେ ଦିଲ୍ଲୀପ ତୀର୍କି ନିର୍ବାଚିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ସେ ଏକ ଟୁଇଟ କରି କହିଛନ୍ତି…