ଅପରାଧ ବାଲୁଗାଁରୁ ଗୋରୁ ବୋଝେଇ ଟ୍ରକ ଜବତ, ୫୬ ଗାଈଗୋରୁ ଉଦ୍ଧାର, ଡ୍ରାଇଭର ହେଲ୍ପର ଫେରାର ଭୁବନେଶ୍ବର: ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଦୀକ୍ଷିତପଡା ଅଂଚଳରୁ ଏକ ନମ୍ବର ବିହୀନ ଆଇଚର ଟ୍ରକରେ ଅତି ଦୟନୀୟ ଅବସ୍ଥାରେ ବନ୍ଧା ଯାଇ…