ଅପରାଧ ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ବ୍ରହ୍ମପୁର : ମହାଭାରତ ଦେଖିବା ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଗୋଲନ୍ଥରା ଥାନା ମାର୍କଣ୍ଡି ଗାଁରେ ମହାଭାରତ ଦେଖିବା ସମୟରେ ରଣକ୍ଷେତ୍ର ପାଲଟିଥିଲା ।…