ଆଜିର ଖବର ପୋଖରୀରେ ଦୁଇ ନାବାଳକ ଭାଇଙ୍କ ମୃତ୍ୟୁ ରେଢ଼ାଖୋଲ (କନ୍ଦର୍ପ ବେହେରା): ରଜରେ ମଜାମଜଲିସ ଚାରିଆଡେ ଚାଲିଥିବା ବେଳେ ପୋଖରୀରେ ଦୁଇ ନାବାଳକ ଭାଇ ବୁଡି ମୃତ୍ୟୁବରଣ କରିଛନ୍ତି। ରେଢ଼ାଖୋଲ ଥାନା କଳିନ୍ଦର ଗ୍ରାମରେ ଏଭଳି…