ଆଜିର ଖବର କୃଷି ଆଇନ ପ୍ରତ୍ୟାହାର ପରେ ଦୁଇ ଭାଗରେ ବାଣ୍ଟି ହେଲା ସଂଗଠନ! କୃଷକଙ୍କ ମଧ୍ୟରେ ଦେଖାଯାଉଛି ମତଭେଦ ନୂଆଦିଲ୍ଲୀ: କୃଷି ଆଇନ ପ୍ରତ୍ୟାବର୍ତ୍ତନ ପରେ ଚାଷୀଙ୍କୁ ଦୁଇ ଭାଗରେ ବିଭକ୍ତ ହୋଇଥିବା ପରି ମନେହୁଏ। ଆନ୍ଦୋଳନକୁ ସମାପ୍ତ କରାଯିବ କି ନାହିଁ, ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି…