ବିଶେଷ ଖବର କରୋନା ଭଳି ଏକ ମହାମାରୀର ସାମ୍ନା କଲାବେଳେ ଗଣମାଧ୍ୟମ ସରକାର ସାଙ୍ଗରେ ରହିବ ନା ଲୋକଙ୍କ ସାଙ୍ଗରେ? କେଦାର ମିଶ୍ର ଯେତେବେଳେ ଦେଶରେ ଦୁର୍ବିପାକ ବା ବିପର୍ୟୟ ଆସେ, ସେତେବେଳେ ସବୁ ନାଗରିକ ଏକାଠି ହୋଇ କାମ କରିବାକୁ ବାଧ୍ୟ। ତେବେ ଏକାଠି ହୋଇ କାମ…