ଆଜିର ଖବର ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ: ଅଭିଯୁକ୍ତ ଅଟକ ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ ଅଙ୍କୋରଡା ଗ୍ରାମର ଶତୃଘ୍ନ ନାୟକ ନାମକ ଜଣେ ଯୁବକଙ୍କ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ଅଭିଯୋଗ ହୋଇଛି।…