ଜାତୀୟ ଖବର ଭାରତୀୟ ମହିଳା ଦୃଷ୍ଟିହୀନ କ୍ରିକେଟ୍ ଦଳ ରଚିଲା ଇତିହାସ: ଅଷ୍ଟ୍ରେଲିଆକୁ ପରାସ୍ତ କରି ଜିତିଲା ସ୍ୱର୍ଣ୍ଣ ନୂଆଦିଲ୍ଲୀ: ଭାରତୀୟ ମହିଳା ଦୃଷ୍ଟିହୀନ କ୍ରିକେଟ୍ ଦଳ ଇତିହାସ ସୃଷ୍ଟି କରିଛି। ବାସ୍ତବରେ ଭାରତୀୟ ମହିଳା ଦୃଷ୍ଟିହୀନ କ୍ରିକେଟ୍ ଦଳ ଆଇବିଏସ ବିଶ୍ୱ ଗେମ୍ସରେ ଅଷ୍ଟ୍ରେଲିଆକୁ ପରାସ୍ତ…