ଆଜିର ଖବର ଫଟୋ ସେଲଫି ନେବା ହେଲା କାଳ: ଦେବଝରଣ ଜଳପ୍ରପାତରେ ବୁଡ଼ି ଦୁଇ ଡାକ୍ତରୀ ଛାତ୍ର-ଛାତ୍ରୀଙ୍କ ମୃତ୍ୟୁ ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଦେବଝରଣ ଜଳପ୍ରପାତରେ ଭୀମସାର ୨ ଜଣ ଡାକ୍ତରୀ ଛାତ୍ର-ଛାତ୍ରୀଫଟୋ ସେଲ୍ଫି ନେଉଥିବା ସମୟରେ ଗୋଡ ଖସି ମୃତ୍ୟୁବରଣ…