ଜାତୀୟ ଖବର କିଏ ସେହି ଦେବଯାନୀ ରାଣା? ଯିଏ କି ଉପନିର୍ବାଚନରେ ବିଧାୟିକା ଭାବେ ବିଜୟ ଲାଭ କରିଛନ୍ତି ନୂଆଦିଲ୍ଲୀ: ଦେବଯାନୀ ରାଣା କିଏ? ଯିଏ ଗତକାଲି ଜମ୍ମୁ କାଶ୍ମୀରର ନାଗ୍ରୋଟା ବିଧାନସଭା ଉପନିର୍ବାଚନରେ ବିଜେପିରୁ ବିଜୟୀ ହୋଇଛନ୍ତି। ତାଙ୍କ ବିଜୟ ଭାରତୀୟ ଜନତା ପାର୍ଟିକୁ ଜମ୍ମୁ…