ଆଞ୍ଚଳିକ ଦେଶିମଦ ସହ ତିନି ଗିରଫ, ମୋଟର ସାଇକେଲ ଜବତ ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ଅଂଚଳର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଚଢ଼ାଉ କରି ୯୦ ଲିଟର ଦେଶୀମଦ ଜବତ କରିବା ସହ ତିନିଜଣଙ୍କୁ ଗିରଫ କରିଛି।…