ଆଞ୍ଚଳିକ ଦୋଛକିରୁ ୮ ଫୁଟ ନାଗ ଉଦ୍ଧାର କୁଜଙ୍ଗ: ପାରାଦୀପର ଉପକଣ୍ଠ ଦୋଛକିଠାରେ ଆଜି କୁଜଙ୍ଗ ଅଂଚଳର ସ୍ୱେଛାସେବୀ ସାପ ଧରାଳୀ ପ୍ରଭାତ ବେହେରା ଏକ ୮ ଫୁଟର ନାଗ ସାପ ଉଧାର କରିଥିବା ଜଣାପଡ଼ିଛି।…