ଆଜିର ଖବର ଭାରତର ଦ୍ବିତୀୟ ମହିଳା ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ପ୍ରଥମ ମହିଳା ରାଷ୍ଟ୍ରପତି ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଭାବେ ବିଧିବଧ କାର୍ଯ୍ୟ ଆରମ୍ଭ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ରାଷ୍ଟ୍ରପତି ଭବନ କାର୍ଯ୍ୟାଳୟରେ ଯୋଗଦେଇ ନିଜର ପ୍ରଥମ କାର୍ଯ୍ୟ ଆରମ୍ଭ…