ଆଜିର ଖବର IPL 2024: ଦ୍ରୁତ ବୋଲିଂ ବିଭାଗରେ ମଜବୁତ, ତଥାପି ସ୍ପିନ୍ ବିଭାଗ ଦୁର୍ବଳ; ଏଭଳି ରହିଛି ମୁମ୍ବାଇ ଇଣ୍ଡିଆନ୍ସ ଦଳ ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ ପାଇଁ ମଙ୍ଗଳବାର ଅନୁଷ୍ଠିତ ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ୧୬.୭୦ କୋଟି ଟଙ୍କା ଖର୍ଚ୍ଚ କରି ସମସ୍ତ ଖାଲି ସ୍ଲଟ୍ (୮) ପୂରଣ କରିଛି।…