ଆଜିର ଖବର ରିଲାଏନ୍ସ ଜିଓର ଦ୍ଵିତୀୟ ତ୍ରୟମାସ ନେଟ ଲାଭ ୫୦୫୮ କୋଟି ଟଙ୍କା; ଗତ ବର୍ଷ ଠାରୁ ୧୨ ପ୍ରତିଶତ ବୃଦ୍ଧି ଭୁବନେଶ୍ୱର: ରିଲାଏନ୍ସ ଜିଓ ଇନ୍ଫୋକମ ଲିମିଟେଡ଼ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ଦ୍ଵିତୀୟ ତ୍ରୟମାସର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଜୁଲାଇ-ସେପ୍ଟେମ୍ବର ୨୦୨୩ ତ୍ରୟମାସରେ ରିଲାଏନ୍ସ ଜିଓ…