ଜାତୀୟ ଖବର ଆସନ୍ତାକାଲି ୯.୭୫ କୋଟିରୁ ଅଧିକ ଚାଷୀଙ୍କୁ ମିଳିବ ୧୯ ହଜାର ୫୦୦ କୋଟି: ଏମିତି ଯାଞ୍ଚ କରିବେ ଆପଣଙ୍କ ନାମ ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ୨୦୨୧ ର ଦ୍ୱିତୀୟ କିସ୍ତି ଜାରି କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି…