ଅପରାଧ ଅଭିନବ ଉପାୟରେ ବ୍ରାଉନସୁଗାର କାରବାର: ମିକ୍ସଚର ପ୍ୟାକେଟରୁ ମିଳିଲା ୧୫୦ ଗ୍ରାମର ଧଳା ଯାହାର ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ବିଭାଗ ସଦର ଥାନା କୁଞ୍ଜୁରି ପଞ୍ଚାୟତର ପୋଡପାଟଣା ଗ୍ରାମର ପଦ୍ମନାଭ ସାହୁଙ୍କ ମିକ୍ସଚର ଗୋଦାମ ଉପରେ ଚଢାଉ କରିଥିଲା। ଚଢାଉ ସମୟରେ ଗୋଟିଏ…