ଆଜିର ଖବର କଳାହାଣ୍ଡିରେ ଧାନ କିଣା ବ୍ୟବସ୍ଥା: ମାତ୍ର ୭୪ ଜଣ ମିଲର୍ସଙ୍କ କବଜାରେ ଲକ୍ଷାଧିକ ଚାଷୀ, ପ୍ରଶାସନ ନୀରବ ଦ୍ରଷ୍ଟା କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ପ୍ରଶାସନ ପକ୍ଷରୁ ଆଜିଠାରୁ ଧାନ କିଣା ଆରମ୍ଭ କରାଯିବାକୁ ଯୋଜନା କରାଯାଉଥିବା ବେଳେ ମିଲର୍ସ ଚୁକ୍ତି ନ କଲେ ଧାନ ମଣ୍ଡି…