ଜାତୀୟ ଖବର ଧାନ କଟା ସରିବା ପରେ ସେହି ଜମିରେ କଣ ହେବ, ପାଞ୍ଚଟି ସଂସ୍ଥା ସହ ବୁଝାମଣା କଲା କୃଷି ବିଭାଗ ଭୁବନେଶ୍ବର: ଆଜି କୃଷି ଭବନରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଆଇଆରଆରଆଇ (IRRI), ଆଇସିଆରଆଇଏସଏଟି (ICRISAT), ଆଇସିଏଆରଡ଼ିଏ (ICARDA), ଏମଏସଏସଆରଏଫ (MSSRF) ଓ ଏଏଫସି…