ଆଜିର ଖବର ଧାନ ବିକ୍ରିରେ ସମସ୍ୟା ନେଇ କୃଷକ ସଭାର ଆନ୍ଦୋଳନ ପାଇଁ ସଜବାଜ ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଅଖିଳ ଭାରତ କୃଷକ ସଭା ଗଂଜାମ ଜିଲ୍ଲା ପରିଷଦର ନୈତିକ ବ୍ରହ୍ମପୁର ପାର୍କସାହିଠାରେ ଜିଲ୍ଲା ସଭାପତି ଶ୍ରୀହର୍ଷ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ…