ବିଶେଷ ଖବର ହିଟ୍ ଆଣ୍ଡ ରନ୍ ମାମଲାରେ ପୀଡ଼ିତାଙ୍କୁ ମିଳିଥାଏ କ୍ଷତିପୂରଣ: ଜାଣନ୍ତୁ କ’ଣ ରହିଛି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ? ନୂଆଦିଲ୍ଲୀ: ହିଟ୍ ଆଣ୍ଡ ରନ୍ ମାମଲାରେ ପୁଲିସ ପୀଡ଼ିତାଙ୍କୁ କ୍ଷତିପୂରଣ ଯୋଜନା ସମ୍ପର୍କରେ ଅବଗତ କରାଇବା ଜରୁରୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ହିଟ୍ ଆଣ୍ଡ ରନ୍ ମାମଲାରେ…