ଆଞ୍ଚଳିକ ମତ୍ସ୍ୟଜୀବୀଙ୍କ ପିଛା ଛାଡୁନି ବିପଦ: ଚିଲିକାରେ ବଜ୍ରଘାତ ଯୋଗୁଁ ଆଉ ଜଣେ ଧୀବରଙ୍କ ପ୍ରାଣହାନୀ ସୀତାରାମ ଅଗ୍ରୱାଲ ଚିଲିକା: ଚିଲିକାରେ ମତ୍ସ୍ୟଜୀବୀଙ୍କ ବିପଦ ପିଛା ଛାଡୁନି। ମାଛ ମାରୁଥିବା ବେଳେ ଚିଲିକାରେ ବଜ୍ରଘାତ ଯୋଗୁଁ ଜଣେ ଧୀବରଙ୍କ ମୃତ୍ୟୁ ହୋଇଛି। ସୌଭାଗ୍ୟବଶତଃ ନିକଟରେ…