ଆଜିର ଖବର ଇଡି ଅଧିକାରୀ କହି ବଡବଡ ସରକାରୀ କର୍ମଚାରୀଙ୍କୁ ଠକୁଥିଲେ ଦୁଇ ଭାଇ, ବାନ୍ଧିଲା ଏସଟିଏଫ ଭୁବନେଶ୍ବର: ଭୁବନେଶ୍ୱରରେ ୨ ନକଲି ଇଡି ଅଧିକାରୀଙ୍କୁ ଆଜି କ୍ରାଇମବ୍ରାଞ୍ଚର ଏସଟିଏଫ ଦ୍ବାରା ଧରାପଡିଛନ୍ତି। ଏମାନେ ସଂପର୍କରେ ଦୁଇ ଭାଇ ବୋଲି ଜଣାପଡିଛି। ସେମାନେ ହେଲେ ଶଙ୍କର…