ଅପରାଧ ବିପୁଳ ପରିମାଣର ନକଲି ନୋଟ ଜବତ କଲା ଏସଟିଏଫ: ଜଣେ ଗିରଫ ଢେଙ୍କାନାଳ: ନକଲି ନୋଟ କାରବାର ଅଭିଯୋଗରେ ଏସଟିଏଫ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନା ମୁତାବକ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ରଥପଡା ଗ୍ରାମ…